How to add beneficiary in SBI netbanking- ଓଡିଆ


SBI net banking  ମଧ୍ୟମରେ ଆମେ ଆମର ପଇସା କୁ  ଜେତଳ ଗୋଟିଏ account ରୁ  ଆଊ ଗୋଟିଏ account କୁ ପଇସା ପଠାଓ  ତ ସେହି ସମୟରେ ଆମକୁ ଅନ୍ୟ ଜଣକ account  ର ସବୁକିଛି add କରିବାକୁ ପଡେ । ଉଦାହରଣ- account holder name ,Bank account number,IFS code ଓ address । ତାକୁ ହି beneficiary in SBI net banking କହୁ  ।  ଯାହାଫଳ ରେ ଆପଣ ଆପଣଙ୍କ ପଇସାକୁ ଅତି ସହଜରେ ଅନ୍ୟ ଜଣଙ୍କ account କୁ ପଠେଇ ପାରିବେ । ସାଇଥି ପାଈ ଆପଣଙ୍କୁ  ୩ ସୋପାନ ଦେଇଯିବାକୁ ପଡିବ ।  ପ୍ରଥମ ଟି beneficiary  ରେ add କରନ୍ତୁ ।  ଦ୍ଵିତୀୟ  ଟି beneficiary  କୁ activeକରନ୍ତୁ  ।  ତୃତୀୟ ଟି  beneficiary  active ହେବାର ୨୪ ଘଣ୍ଟା ପରେ ଆପଣ ଆପଣଙ୍କ ପଇସା କୁ ପଠେଇ ପାରିବେ ।  ଦୃଶ୍ୟ ଗୁଡାକୁ ଦେଖି କରନ୍ତୁ   ।
Adding beneficiary details
To add, we just have to enter beneficiary’s bank details like name of bank, account number, IFS-code, and the maximum credit limit. Here is the stepwise guide to do this.
୧. ପ୍ରଥମେ login କରନ୍ତୁ ଆପଣଙ୍କ sbi netbanking କୁ  । ତାପରେ click କରନ୍ତୁ 'Profile' କୁ ।  
    Login to your SBI netbanking account. Click ‘Profile’ tab at the top.

0/Post a Comment/Comments

Stay Conneted

Domain