କୋମ୍ପୁଟର କଣ

What is Computer.
କୋମ୍ପୁଟର ହେଉଛି ଗୋଟିଏ  ଇଲେକ୍ଟ୍ରୋନିକ  ମସିନ ଓ ଈଏ ଲାଟିନ ଭାଷା ରୁ ଆସିଛି  କୋମ୍ପୁଟର ଦ୍ଵାରା ଆମେ ଖବର,ବାର୍ତା ଓ ବିଭିନ କଠିନ କାମ କରୁ  ଗୋଟିଏ ନିର୍ଦ୍ଧିଷ୍ଟ ପ୍ରଳାଳୀରେ.ଓ ଏସବୁ କୁ (ଖବର,ବାର୍ତା ଓ ବିଭିନ କଠିନ) କୋମ୍ପୁଟର  ଗୋଟିଏ ପରେ ଗୋଟିଏ କାର୍ଯ୍ୟରେ ପରିଣତି କରେ କୋମ୍ପୁଟର ଏସବୁ କାମକରେ ଏକ  ନିର୍ଦ୍ଧିଷ୍ଟ ପ୍ରୋଗ୍ରାମ ମାଧ୍ୟମରେ ଓ ସେହି ପ୍ରୋଗ୍ରାମ କୁ  ଗୋଟିଏ ଗୋଟିଏ ସିଗନ୍ଯାଲ ସହ ଯୋଡି ଦିଆଯାଏ ଉଦାହରଣ – ଯଦି ଆମେ କୋମ୍ପୁଟର ରେ ଗୀତା ଶୁଣିବା ତାହାଲେ ଆମ କୁ ଭିଏଲସି ମିଡିଆ ପ୍ଲେୟାର ମାଧ୍ୟମରେ ଶୁଣିବାକୁ ହେବ । ସେଥି ପାଇ ଆମକୁ ଗୋଟିଆ ପ୍ରୋଗ୍ରାମ ଲେଖିବା କୁ ହେବ ।

ପ୍ରୋଗ୍ରାମ ମାନେ କହିବା  କୁ ଗଲେ ଗୋଟିଏ  ପ୍ରକାରର  ପ୍ରଳାଳୀ( ) ଉଦାହରଣ-ଯଦିଆମେ କାହା ସହ କଥା ହେବା ତ ଆମକୁ ଗୋଟିଆ ଭାଷା ର ଦରକାର ଜେମିତିକି ଓଡିଆ ,ଇଂଗ୍ଲିଶ ,ହିନ୍ଦୀ , (Odia ,English, Hindi,)  ସେହି ପରି ଆମେ ଯଦି କୋମ୍ପୁଟର ସହ କଥା ହେବା ତ ଆମ କୁ  କୋମ୍ପୁଟର ସମ୍ପର୍କୀୟ ଭାଷା ଯା ବାକୁ  ପଡିବ କୋମ୍ପୁଟର  ସମ୍ପର୍କୀୟ ଭାଷା ଗୁଡିକ ହେଲା  :- ସି ,ସି++ ,ଜାଭା (C,C++,JAVA ) ଏମିତି ବହୁତ ଗୁଡିଏ  ଭାଷା ଅଛି ସେହି ଭାଷା କୁ ଆମେ ବ୍ୟବହାର  କରି ଯାହା ଲେଖିବା ତାହା କୁ ଆମେ ପ୍ରୋଗ୍ରାମ କହୁ ଓ ସେହି ପ୍ରୋଗାମ କୁ  ଲେଖିବା ଲୋକକୁ  ପ୍ରୋଗ୍ରାମର କୁହାଯାଏ ଦୁନିଆ ର ସବୁ ଭଲ କୋମ୍ପୁଟର ଭାଷାହେଲା  ଜାଭା (JAVA) ଓ ମୁଆପଣନ୍ହୁ  ଆଗକୁ ସିଖେୟବି ॥ 

0/Post a Comment/Comments

Stay Conneted

Domain